ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Bolangir


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1981
ଅଧ୍ୟକ୍ଷ
ଶ୍ରୀ କେପି ମେହେର

ଆଇଟିଆଇ, ବଲାଙ୍ଗୀର

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା ବଲାଙ୍ଗୀର

ସରକାରୀ ଆଇଟିଆଇ, ବଲାଙ୍ଗୀର ଜାତୀୟ ଧନ୍ଦାମୂଳକ ତାଲିମ ନିଗମ(ଏନସିଭିଟି) ଦ୍ଵାରା ସ୍ବୀକୃତି ପ୍ରାପ୍ତ ଏବଂ ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଅଧୀନରେ ରହିଛି। ୧୯୮୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରତିଷ୍ଠାନ ବଲାଙ୍ଗୀର ଜିଲାର ସୁନାମ ଅର୍ଜନ କରିଛି।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9937871621/06652-250693
ଇମେଲ୍
[email protected]
ଠିକଣା
ସ୍ଥାନ-ଲାଲତିକ୍ରା ରୋଡ, ଡାକ-ରାଜେନ୍ଦ୍ର କଲେଜ, ଜିଲ୍ଲା-ବଲାଙ୍ଗୀର, ପିନ୍-୭୬୭୦୦୨
ୱେବସାଇଟ
http://www.itibolangir.org

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ଡ୍ରଗଟ୍ସମ୍ୟାନ (ସିଭିଲ) 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଡ୍ରଗଟ୍ସମ୍ୟାନ (ମେକାନିକାଲ) 24 ମାସରେ 5040 ଘଣ୍ଟା 78 ମାଟ୍ରିକ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 52 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 84 ମାଟ୍ରିକ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 84 ମାଟ୍ରିକ
ପମ୍ପ ଅପରେଟର ତଥା ମେକାନିକ 12 ମାସରେ 2520 ଘଣ୍ଟା 63 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 42 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 21 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।